ଓଡ଼ିଶାରେ କମୁନି ଆଳୁ ବଜାର ତାତି:କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ବଙ୍ଗ ବେପାରୀ

ଭୁବନେଶ୍ୱର : ଚାରି ଦିନ ପୂର୍ବେ ହଠାତ୍ ବୃଦ୍ଧି ପାଇଥିବା ଆଳୁଦର ନିକଟ ଭବିଷ୍ୟତରେ ହ୍ରାସ ପାଇବା ସମ୍ଭାବନା ନାହିଁ। ପଶ୍ଚିମବଙ୍ଗରୁ ଆମଦାନି ହ୍ରାସ ପାଇନାହିଁ। ଅଥଚ ବର୍ଧିତ ଦର ତଳମୁହାଁ ହେବା ନା ଧରୁନାହିଁ। ପାଇକାରୀ ଦର କୁଇଣ୍ଟାଲ ପିଛା ୧୮ଶହରୁ ୧୯ଶହ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ୨୫ଟଙ୍କାରେ ଆଳୁ ବିକ୍ରି ହେଉଛି। ଏହି ବର୍ଧିତ ଦର ଆହୁରି ୧୫ଦିନ ଲାଗି ରହିବ … Continue reading ଓଡ଼ିଶାରେ କମୁନି ଆଳୁ ବଜାର ତାତି:କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ବଙ୍ଗ ବେପାରୀ